ବୌଦ୍ଧ,(ଆଜତକ୍ ଓଡ଼ିଶା) ରିଖରେ ବୌଦ୍ଧ ଜିଲ୍ଳା ପ୍ରଶାସନ,ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଚାଲେଞ୍ଜ ମହିଳା ଦଣ୍ଡ ନୃତ୍ୟର ରାଣି (ରାଧା )ଚୁନି ବର୍ଗତିକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସଂମ୍ମାନିତ କରିଥିଲେ । ଆଗାମୀ ଦିନରେ ଚୁନି ବର୍ଗତି ଦଣ୍ଡ ରନ୍ତ ରେ ସମ୍ମାନିତ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଥିରେ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ସହଯୋଗ କରିଥିଲେ ।
ଦଣ୍ଡ ନୃତ୍ୟ ରାଣୀ : ଚୁନି ବର୍ଗତୀ ଙ୍କୁ ସମ୍ମାନିତ
ଆଜତକ ଓଡ଼ିଶା
0
Post a Comment