ମହିୟସୀ ମହିଳା ରମାଦେବୀ ଚୌଧୁରୀଙ୍କ ୧୨୭ ତମ ଜୟନ୍ତୀ ପାଳିତ

ଆଜତକ ଓଡ଼ିଶା
0

ମାହାଙ୍ଗା (ଅଶୋକ ଦାସ) ମାହାଙ୍ଗା ବ୍ଲକ ଅନ୍ତର୍ଗତ କୋଠପଦା ଷ୍ଟାଡିୟମରେ ମହିୟସୀ ମହିଳା ରମାଦେବୀ ଚୌଧୁରୀଙ୍କ ୧୨୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷାବିତ ଅକ୍ଷୟ କୁମାର ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥ‌ିଭାବେ ମାହାଙ୍ଗା ବିଧାୟକ ଶାରତା ପ୍ରସାଦ ପ୍ରଧାନ ଯୋଗଦେଇ ରମାଦେବୀଙ୍କ ଭଳି ସମାଜରେ ନାରୀମାନେ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ କହି ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପର କରିଥିଲେ । ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଏସଡିପିଓ ବିରଞ୍ଚି ନାରାୟଣ ପତି ଚଳଚିତ୍ର ଅଭିନେତ୍ରୀ ଶିବାନୀ ବିଡିଓ ସୁଭାଶିଷ ପାଲଟା, ଦ୍ୟୁବେନ୍ଦୁ ଦାସ. ତହସିଲଦାର ଦମୟନ୍ତୀ ସାହୁ ଜେ.ଏନ କଲେଜ ଅଧ୍ୟକ୍ଷ ଚିତରଞ୍ଜନ ଦାସ ପଲ୍ଲୀସାହି ମହାବିଦ୍ୟାଳୟ ଅଂଧକ୍ଷ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ପୁଷ୍ପଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାଷ ବେଉରା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର, ବିଇଓ ସଂଯୁକ୍ତା ମହାପାତ୍ର ଡାକ୍ତର ଅମିତ ଜେନାଙ୍କ ସମତେ ବନ୍ଧୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସର୍ଗତା ଚୌଧୁରୀଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନାରୀନେତ୍ରୀ ଯାଜ୍ଞସେନୀ ଜେନା। ସୁଟୁ ଘୋଷ,ପନ୍ନର ଭୂଷଣ ଦାସ ନିରଞ୍ଜନ ମୁଦୁଲି ସମିତିସଭ୍ୟ ସୁରେନ୍ଦ୍ର ମହାଷି ଧ୍ରୁବଚରଣ ସାମଲ ମନୋରଞ୍ଜନ ନାୟକ ମଣ୍ତଳ ସଭାପତି ଉଚ୍ଚଚରଣ ପାଇଁ ମନୋରଞ୍ଜନ ବିଶ୍ୱାଳ ଅରୁଣ ସେଠୀ ନିର୍ମଳ ରାଉତ କିଶୋର ରାଉତ ଅଜୟ ନାୟକ ଅମୀୟ ରଞ୍ଜନ ପ୍ରଧାନ ପ୍ରମୋଦ କୁମାର ପାଇଁ ରମାକାନ୍ତ ସ୍ୱାଇଁ ଅନିଲ ନାୟକ ଅଶୋକ ବେହେରା, ଅଭିନ ଜେନା,ଅମିତାଭ ପଣ୍ଡା ପ୍ରଶାନ୍ତ ଦାସ ଅନିଲ ରାଉତରାୟ ନରେନ୍ଦ୍ର ରାଉତ ମାନସ ରଞ୍ଜନ ଦାସ,ଗୌରୀ ଶଙ୍କର ମହାପାତ୍ର ପ୍ରଭାତ ଘଦେଇ ଜିତେନ୍ଦ୍ର ମହାନ୍ତି ସୂର୍ଯ୍ୟମଣୀ ଧଳ, କେଦାରେଶ୍ବର ପୁନ୍ଦାଣ ରବୀନ୍ଦ୍ର ପୃଷ୍ଟି ମନୋରଞ୍ଜନ ଦାସ, ରଞ୍ଜନ ପୃଷ୍ଟି ରାଜେଶ୍ କୁମାର ବେହେରା ଙ୍କ ସମେତ ହଜାର ହଜାର ଜନସାଧାରଣ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । । ଏହି ଅବସରରେ ଖୋର୍ଦ୍ଧାର ପାଇକ କଳାକାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସନ୍ଦ ପୁରୀ ଜିଲ୍ଲାର କଳାକାରଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default