ସିନ୍ଧେକେଲା,୧୦।୧୨ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଠେମରା ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ ଙ୍କ ସଭାପତିତ୍ୱ ରେ ଜିପିଡିଓ ପୁରୁଷୋତ୍ତମ ମାଝୀ ,ଏପିଓ ଲକ୍ଷ୍ମଣ କୁମାର ବୁଡେକ,ସହକାରୀ ଯନ୍ତ୍ରୀ ଦେବ କୁମାର ପଧାନ ସହ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଲୋକେ ମୁଖ୍ୟତଃ ଭତ୍ତା, ରାସନକାର୍ଡ, ଘର ସହ ବିଭିନ୍ନ ଯୋଜନା ପାଇଁ ଲୋକେ ଆବେଦନ କରିଥିଲେ ।ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଦୃଷ୍ଟି ଆକର୍ଷଣ କରିଥିଲେ । ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜନିଜ ର ସମସ୍ୟା କୁ ଦୃଷ୍ଟି ଆକର୍ଷଣ କରଯାଇଥିଲା। ଠେମରା ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହିର ଙ୍କ ସହ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ ।ଏଥିରେ ପଞ୍ଚାୟତ ର ସମସ୍ତ ଗ୍ରାମ ର ହିତାଧିକାରୀ ମାନେ ସାମିଲ ହୋଇ ନିଜ ନିଜର ଅଭିଯୋଗ କରିଛନ୍ତି ।

Post a Comment