ନୂଆପଡା:- ୨/୭/(ବିରବଲ ପ୍ରଧାନ)-ନୂଆପଡ଼ା ଜିଲ୍ଲା କୁସଦହନା ଗ୍ରାମ ଠାରେ ଜିଲ୍ଲା ସ୍ତରୀୟ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥ୍ ରୂପେ ନୂଆପଡା ଜିଲ୍ଲାପାଳ ହେମକାନୁ ସାଏ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କରିବା ନାଗରିକଙ୍କ ନୈତିକ କର୍ତ୍ତବ୍ୟ ରେ ପରିଣତ କରିବାକୁ ଆହ୍ବାନ କରିଥିଲେ। ଏହି ଦିବସ ପାଳନ ରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଅଧ୍ଯକ୍ଷତା କରୁଥିବା ବେଳେ ପୋଲିସ ଆରକ୍ଷୀ ଅଧୂକ୍ଷକ ଜି.ଆର. ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧୂକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଯୋଗ ଦେଇଥିବା ବେଳେ ରେଞ୍ଜର ସୁନିଲ ମିଶ୍ର, ଫରେଷ୍ଟର ଖଗେଶ୍ବର ମାଝୀ ଯୋଗ ଦେଇଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ନାଗରିକ ମାନେ ଯୋଗଦେଇଥିଲେ। କୁସଦହାନା ଗ୍ରାମ ଠାରେ ୪୦ହେକ୍ଟର ଜମିରେ ୨୦ ହଜାର ଚାରା ରୋପଣ କରିବା ପାଇଁ ଲକ୍ଷ ରହିଥିବା ବେଳେ ଆଜି ୧ ହେକ୍ଟର ଜମି ରେ ୧ହଜାର ୬ ଶହ ରୋପଣ କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ରେ ସମସ୍ତେ ଚାରା ରୋପଣ କରି ଜଙ୍ଗଳ ସୃଷ୍ଟି କରିବାକୁ ପ୍ରଚେଷ୍ଟା ଅଟେ।

Post a Comment