ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ


ନୂଆପଡ଼ା (ବିରବଲ ପ୍ରଧାନ) ଆଜି ସକାଳ 10.30 ମିନିଟ ସମୟରେ ନୂଆପଡ଼ା ପଟୁ ଖରିଆର OD26 8834ନମ୍ବର ବାଇକ ରେ ଆସୁଥ‌ିବା ଜଣେ ଯୁବକ କୁ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକ ଗୁରୁତର ହୋଇଥିଲା ପରେ ଖରିଆର ପୋଲିସ ଖବର ପାଇ ଘଟଣା ସ୍ଥଳ କୁ ଯାଇ ଗୁରୁତର କୁ ଉଦ୍ଧାର କରି ଖରିଆର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ, ଚିକିତ୍ସା ଧୀନ ଅବସ୍ଥାରେ ଗୁରୁତର ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଏହି ଘଟଣା ର ତଦନ୍ତ କରୁଛନ୍ତି ନିଜେ ଖରିଆର ଥାନା ଅଧୂକାରୀ, ଏବେ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡିର ସୂଚନା ମିଳିନଥିବା ବେଳେ ମୃତ୍ୟକଙ୍କ ମଧ୍ଯ ସୂଚନା ମିଳିପାରିନାହିଁ ।

Post a Comment

Previous Post Next Post