କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ ଓ ଓବିସି, ଏସସି, ଏସ ଟି ମିଳିତ ଭାବେ ୭୭ ତମ ସ୍ବାଧନତା ଦିବସ ପାଳିତ ହୋଇଯାଇଛି


ଧର୍ମଗଡ (ପ୍ରଦିପ ସେଠିଆ) ଧର୍ମଗଡ ଉପଖଣ୍ଡ ଧର୍ମଗଡ ୟୋତିବା ଫୁଲେ ଛକ ଧର୍ମଗଡ଼ ଗୋଡ଼ଭଞ୍ଜ ଠାରେ କେନ୍ଦ୍ରୀୟ ମାନବ ଅଧିକାରୀ ସଂଗଠନ ର ସଭାପତି ମାଧବ ଠାକୁର (ଟାକରି ), ଉପ ସଭପତି ବିଜୟ ଦାସ, ମହିଳା ସଭାନେତ୍ରୀ ସ୍ୱାମନୀ ସୋନି, ପ୍ରୋମଦିନୀ ଗୁରୁ, ଲଳିତା ଛତ୍ରିଆ,. ଓ ବିସି, ଏସସି,ଏସଟିରୁ ଡମ୍ବରୁ ଧର ଲହଜଳ, ପତାକା ଉତୋଳନ କରିଥିଲେ,ଓ ଯୋତିବାଇ ଫୁଲେଇ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦେଶର ଆଦିବାସୀ ଙ୍କ ପାଇଁ ଯାହା ସବୁ ଅବଦାନ କରି ଯାଇଛନ୍ତି ତାଙ୍କ ବିଷୟରେ ଉପସ୍ଥିତ ଥିବା ଜନସାଧାରଣ ଙ୍କ ପାଖରେ ଅବଗତ କରିଥିଲେ ନାୟକ, ଚକ୍ରଧର ବେନୁପାଣି, ଯାଦବ ମହା ସମାଜ ର ସମ୍ପାଦକ ଡାକେ ସ୍ୱର ଲହଜଳ, କ୍ଷେତ୍ରମୋହନ ଶତନାମୀ, ରୀନା ଭୋଇ, ପାଇଁ
ମଞ୍ଚ ପରିଚାଳନା କରିଥିଲେ ଆଇନ ଜୀବି ଦିଗାମ୍ବର ଦୁରିଆ ଓ କହିଥିଲେ ଲୋକ କେମିତି ସଚେତନ ହେବେ ନିଜର ହକ କୁ କେମିତି ପାଇ ପାରିବେ ନିଜର ଅଧିକାର ପାଇଁ ନିଜେ ଲଢି ପାରିବେ ବୋଲି ସେ ସ୍ଵାଧୀନତା ଉପରେ କହିଥିଲେ ଓ ଶେଷ ରେ .. . ଜୟ ହିନ୍ଦ.. ଜୟ ଭାରତ.. ଜୟ ସମ୍ଭିଧାନ ନାର ଦେଇ ଥିଲେ

Post a Comment

Previous Post Next Post