ହରଭଙ୍ଗା :୨୧/୫ (ସୁଶାନ୍ତ କୁମାର ବେହେରା) ଜଗନ୍ନାଥ ଷଡ଼କରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଛାଡି ସମସ୍ତେ ଫେରାର!ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପ୍ରଗଳ ପୁର ତସଲା ପଡିଆ ନିକଟବର୍ତ୍ତୀ ପୋଲ ରେ ଆଜି ସକାଳ ପ୍ରାୟ ୬ଟା ସମୟରେ (OD 19L8779)ନଂ ଥିବା ଏକ କାର ଦୁର୍ଘଟଣା ଘଟିଥିଲା। ପୋଲ ର ସାଇଟ ଗାଡ଼ ରେ ଧକ୍କା ଦେଇଥିବା ଫଳରେ ଗାଡିର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା!ଦୁର୍ଘଟଣା ପରେ ଗାଡି ଛାଡି ସମସ୍ତେ ଫେରାର ହୋଇଯାଇଥିଲେ!ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଗାଡିଟି ବୌଦ୍ଧ ପଟୁ ଧଳପୁର ଆଡକୁ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଓ ଗାଡ଼ିରେ ଥିବା ୪ଜଣ ଅଚିହ୍ନା ଲୋକ ଗାଡି ଭିତରୁ ବସ୍ତା ଗୁଡିକ ଧରି ମହାନଦୀ ଆଡକୁ ଚାଲିଯାଇଥିଲେ!ଓ ଅନ୍ୟ ଜଣେ ଏକ ପଲସର ଗାଡ଼ିରେ କାର ର ଡ଼ିକି ରୁ ଏକ ବସ୍ତା ଗଂଜେଇ ଲୋଡ଼ କରି ବୌଦ୍ଧ ପଟକୁ ଚାଲିଯାଇଥିଲା!ଗାଡି ଭିତରେ ବର୍ତମାନ ବିଭିନ୍ନ ଗାଡିର ୪ଗୋଟି ଚାବି ଥିବାବେଳେ ଏହା ଏକ ଗଂଜେଇ ଚୋରା ଚାଲାଣ ଗାଡି ହୋଇଥିବା ର ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଏବଂ ଏହି ରାସ୍ତା ରେ ପ୍ରତିଦିନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଦେଇ ଗଂଜେଇ ଓ ଗୋରୁ ଚୋରାଚାଳନ ହେଉଥିବା ର ମଧ୍ୟ ଗୁଜବ ଉଠୁଛି!ଦୁର୍ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ଗାଡିକୁ ଜବଦ କରିବା ସହିତ ଘଟଣାର ତଦନ୍ତ ଜାରିରଖିଛି।

Post a Comment