ଜଳେଶ୍ୱର (ଜଗନ୍ନାଥ ଗୋଛୟତ) ଜଳେଶ୍ୱରର ବିଜେପି ପକ୍ଷରୁ ଆଜି ଗୋବରଘଟା ପଂଚାୟତର ମାଧିପୁର ଠାରେ ସହିଦ ଭଗତ ସିଂ ବଳିଦାନ ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରକୁ ବିଜେପି ଯୁବ ନେତା ଦିବ୍ୟକାମ ମହାନ୍ତି ଓ ବରିଷ୍ଠ ନେତା ଅରୁଣ କୁମାର ବେଜ ମିଳିତ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଇବଣିଆ ମଣ୍ଡଳ ସଭାପତି ମନୋଜ କୁମାର ଶାସମଲ,ପଶ୍ଚିମବାର୍ଡ ମଣ୍ଡଳ ସଭାପତି ପ୍ରତାପ ସେନାପତି, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ପ୍ରଣବ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସଂଜୀବ ରାଉତ,ରବୀନ୍ଦ୍ର ଦତ୍ତ,ସତ୍ୟବାନ ଗିରି,ଦୀପକ ବେହେରା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରୁ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Post a Comment