ନୂଆପଡ଼ା, (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଳ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମ ର ଚାରିଛକ ଠାରେ ଏକ ସାପ୍ତାହିକ ହାଟର ଶୁଭାରମ୍ଭ କରାଯାଇଛି।ଏହି ବଜାର ପ୍ରତେକ ରବିବାର ଦିନ ବସିବ ଆଜି ଏନେଇ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା।ଏହି ଗ୍ରାମକୁ ଲାଗି ଅନେକ ଗ୍ରାମ ରହିଥିବାରୁ ଚାଷୀ, ବେପାରୀ ଓ ଜନସାଧାରଣଙ୍କ ପାଇଁ ଏହି ହାଟ ଲାଭଦାୟକ ହୋଇପାରିବ ବୋଲି ଲୋକେ କହିଛନ୍ତି। ଶ୍ରୀ ଗୋକୁଳ ମାଝି ଏହାର ଶୁଭ ଉଦଘାଟନ କରିଥିଲେ।ସ୍ଥାନୀୟ ସରପଞ୍ଚ ଟେକରାମ ମାଝି ଙ୍କ ନେତ୍ରୁତ୍ୱରେ ସାପ୍ତାହିକ ବଜାର ଅନୁଷ୍ଠିତ ହୋଇଛି । ଝାଙ୍କର ଛିନୁ ପହରିଆ,ସଭାପତି ଜୟରାମ ମାଝି, ସହ ସଭାପତି ଲକ୍ଷ୍ମଣ ମାଝି, ସମ୍ପାଦକ ଅର୍ଜୁନ ହଂସ ସହଯୋଗ କରିଥିଲେ ।ଏହି ହାଟ ଦ୍ୱାରା ଏହି ଅଞ୍ଚଳର ଲୋକେ ସୁବିଧା ପାଇବା ସହ ସ୍ଥାନୀୟ ବେପାରୀ ମାନେ ବେପାର ବଣିଜ କରିପାରିବେ ବୋଲି କହିଥିଲେ ଓ ସୁବିଧା ସୁଯୋଗ ବ୍ୟବସ୍ଥା ସହ ଉନ୍ନତମାନର ହାଟ ଭାବରେ ଗଢିତୋଳିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ଲେଶ୍ୱର୍ ହଂସ, ଜୟ ହଂସ, ଥବିର ଚିନ୍ଦା, ଅନିଲ ମାଝି, ଦିନେଶ ମେହେର ,ଗିରିଧାରୀ ମାଝି, ରାଜେନ୍ଦ୍ର ମାଝି, ଜୟସିଂ ନାଗ, ନନ୍ଦ ହଂସ, ଧନମତି ମହାନନ୍ଦ, ନମତି ମାଝି, ଓ ଡିଙ୍ଗର ମାଝି ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment