ଲୋକଙ୍କର ଅଭିଯୋଗ ଶୁଣିଲେ ଜିଲ୍ଲା ପରିଷଦ ସଭ୍ୟ


ଧର୍ମଗଡ,(ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ୍ ର ୧ନମ୍ବର ଜୋନର ଯୁବ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗୋପୀନାଥ ମହାନନ୍ଦ ତେଲିପଲାସ୍ ଗ୍ରାମରେ ଗ୍ରାମ ର ବିଭିନ୍ନ ସମସ୍ୟା କୁ ନେଇ ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଗ୍ରାମର ବିଭିନ୍ନ ସମସ୍ୟା ସହ ଗ୍ରାମରେ ଥିବା ଅନେକ ଅର୍ଦ୍ଧନିର୍ମିତ କାମ ଗୁଡ଼ିକୁ କିଭଳି ଭାବେ ସମ୍ପୃଣ ହେବ , ରାସ୍ତା ର ସମସ୍ୟା , ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଏବଂ ବିଧବା ଭତା ଗୁଡ଼ିକ ଉପରେ ଗ୍ରାମବସିଙ୍କ ସହ ଆଲୋଚନ କରିଥିଲେ। ଅଭିଯୋଗ ଶୁଣାଣି ସମୟ ରେ ତେଲିପଲାସ ଗ୍ରାମର ରାମଚନ୍ଦ୍ର ଦୁର୍ଗା , ଫୁଲକହର ବାଗ, ରମେଶ ସାଗର ,ନରେଶ ସୁନାନି , ରୋହିତ ବାଗଙ୍କ ସମତେ ବହୁ ଗ୍ରାମବାସୀ ଉପସ୍ଥତି ରହିଥିଲେ ।

Post a Comment

Previous Post Next Post