ହରଭଙ୍ଗା :୨୨/୩ (ସୁଶାନ୍ତ କୁମାର ବେହେରା) ୫୭ନମ୍ବର୍ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସରସରା ପଞ୍ଚାୟର ରାଇଠାଣି ଛକ ପାଖରେ ଏକ ଅଚିହ୍ନା ବୟସ୍କ ମହିଳା ଶବ ପଡିରହିଛି । ମହିଲାର ମୁଣ୍ଡ ପଛପଟରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଛି । ବୌଦ୍ଧ ଆଦର୍ଶ ଥାନା ପୋଲିସ ତରଫରୁ ଘଟଣାର ତଦନ୍ତ ଚାଲୁ ରହିଛି!ଘଟଣା ସ୍ଥଳର ସୂଚନା ଅନୁଯାଇ ମହିଳାର ଗତ ରାତ୍ରିରେ ହତ୍ୟା କିମ୍ବା ଦୁର୍ଘଟଣା ହୋଇଥିବା ର ଅନୁମାନ କରାଯାଉଛି।

Post a Comment