ଆଜତକ୍ ଓଡ଼ିଶା : (ପ୍ରଦୀପ ସେଠିଆ) ଯାହାବି ହଉ ଜିଲ୍ଲାପାଳ ମାନଙ୍କ ଘର ଟା ବସିଯାଉ । ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ। ଆସାମର ଝିଅ ଅନନ୍ୟା ମ୍ୟାମ୍ (ସମ୍ବଲପୁର ଜିଲ୍ଲାପାଳ) ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତର ସାର୍ ଙ୍କ ସହ ବିବାହ କରିଥିଲେ। ସେହିପରି ଚଞ୍ଚଳ ରାଣା ସାର୍(ବଲାଙ୍ଗୀର ଜିଲ୍ଲାପାଳ) ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ସାର୍ ଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ପୁଣି ବିବାହ କରୁଛନ୍ତି ଅନନ୍ୟା ଓ ଚଞ୍ଚଳ ସୋନପୁର ଜିଲ୍ଲାପାଳ ମଧ୍ୟସ୍ଥି ଥିବା ଚର୍ଚ୍ଚା ହଉଛି

Post a Comment