କଣ୍ଟାବାଞ୍ଜି : ୨୦/୦୨ (ଆଜତକ୍ ଓଡ଼ିଶା/ମୋହନ ସୁନା) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମରେ ମା ବସ୍ତ୍ରେନ୍ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଦାବ୍ରି କ୍ରିକେଟ ଦଳ ଓ ସର୍ଗୁଲ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିବାବେଳେ ସର୍ଗୁଲ୍ ଦଲ ୯ ଓଭର ରେ ୪୬ ରେ ଅଲ ଆଉଟ୍ ହୋଇଥିଲେ ଓ ଦାବ୍ରୀ ୧୨ ଓଭର ରେ ୧୨୮ ରନ୍ କରି ବିଜୟୀ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗଫାର ଖାଁ ଓ ହିଆଲ ପଞ୍ଚାୟତ ର ପୂର୍ବତନ ସରପଂଚ ଦୁଆର୍ଶନି ଯୁବ ସଂଘ ସଭାପତି ରାଜୁ ଛତ୍ରିଆ ଓ ସମାଜ ସେବୀ ନିଲେସ ଛତ୍ରିଆ ଧାମନଢ଼ଙ୍ଗା, , ଅର୍ଲାବାହାଲି ରୁ ପ୍ରଦୀପ କୁମାର ଦାସ ଓ ହିଆଳ ପଂୟତ ନାଏବ ସରପଞ୍ଚ ସତ୍ୟ ନାରାୟଣ ମାଝୀ ଦାବ୍ରି ୱାର୍ଡ ମେମ୍ବର ଲିଙ୍ଗରାଜ ସୁନା ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଭଲ ଭାବେ ଖେଳି ନିଜର ଗାଆଁ ମା ମାଟିର ନା କୁ ଆଗେ ନେବେ ବୋଲି ଖେଳାଳି ମାନଙ୍କୁ କହିଥିଲେ।
ହିଆଲ୍ ମା ବସ୍ତ୍ରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଜତକ ଓଡ଼ିଶା
0
Post a Comment