ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ମହାଶିବରାତ୍ରୀ ଦିନ ଠାରୁ ଲାଗିରହିଛି ଆଜି ପ୍ରଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ। ଗାଁ ଠାରୁ ସହର ସବୁଠି ଚଳ ଚଞ୍ଚଳ,ସବୁ ଶୈବପୀଠରେ ଲାଗି ରହିଥିଲା ଭକ୍ତଙ୍କ ଭିଡ଼ି, ତେବେ ଭକ୍ତ ମାନଙ୍କ ଭିତରେ ଉତ୍ସାହ ଆଣିବା ପାଇଁ ପିଠ ପରିସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ମନ୍ଦିର କମିଟି, ତେବେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଝିଞ୍ଜିପୁରା ବଟେଶ୍ବର ଶୈବପୀଠ ପରିସରରେ ମନ୍ଦିର କମିଟି ଦ୍ବାରା ଗାଁ ପିଲାଙ୍କୁ ନେଇ ଆୟୋଜନ କରିଥିବା ନାଟ୍ୟ କାର୍ଯ୍ୟକ୍ରମ ଚର୍ଚ୍ଚାର ବିଷୟ ପାଲଟିଛି,ପିଲା ମାନଙ୍କ ନିଖୁଣ ଅଭିନୟରେ ଝୁମିଥିଲେ ଦର୍ଶକ,ଆଖିରୁ ବହି ଯାଉଥିଲା ଧାର ଧାର ଲୁହ,ତେବେ ଗାଁ ପିଲାଙ୍କ ଅଭିନିତ ବିଶ୍ବନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକ 'ଭାଙ୍ଗିଲା ସଂସାର ଯୋଡ଼ିବ କିଏ',ନାଟକ ଟି ଏମିତି ଅଶୃବହୁଳ ଥିଲା ଯେ ଦର୍ଶକ ମାନଙ୍କ ମନକୁ ବେସ ଛୁଇଁଥିଲା,ଦର୍ଶକ ମାନେ ଜାଣି ପାରିନଥିଲେ ଏହା ଗାଁ ପିଲାଙ୍କ ଅଭିନିତ ନାଟକ ନା କୈାଣସି ନାଟ୍ୟ ସଂସ୍ଥା ଦ୍ବାରା ପରିବେଷିତ ନାଟକ,ନାଟକ ଚାଲୁଥିବା ବେଳେ ନିର୍ଦ୍ଦେଶକ ବିଶ୍ବନାଥ ବେହେରାଙ୍କ ସମେତ ଅନେକ କଳାକାର ମଧ୍ୟ ପୂରଷ୍କୃତ ହୋଇଥିଲେ,ନାଟକର ପରିବେଷଣ ସରୁସରୁ ୩ ଟି ସ୍ଥାନରୁ ନାଟକ ପରିବେଷଣ ପାଇଁ ନିମନ୍ତ୍ରଣ ମଧ୍ୟ ଆସିଥିଲା, ବିଶ୍ବନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକରେ ଅଭିନୟ କରିଥିବା କଳାକାର ମାନେ ହେଲେ,ନାୟକ ଭୂମିକାରେ ରଞ୍ଜନ କୁମାର ବେହେରା,ସହ ନାୟକ ସୁବ୍ରତ କୁମାର ବାରିକ, ଗଗନ ବେହେରା,ଶିବ ସେନାପତି,ସଞ୍ଜିତ ସାମଲ,ଖଳନାୟକ ଅନିରୂଦ୍ଧ ବେହେରା,ସହ ଖଳନାୟକ ନିରଞ୍ଜନ ଗିରି,ହାସ୍ୟ ଅଭିନେତା ଜଗନ୍ନାଥ ଗିରି, ରଞ୍ଜନ ବେହେରା (ମାନବ), ନିରଞ୍ଜନ ସେନାପତି,ପୋଲିସ ଇନ୍ସପେକ୍ଟର ସୁବଲ ବାରିକ,ବାପା ଭୂମିକାରେ ପରିକ୍ଷିତ ବେହେରା,ଗୋପାଳ ବେହେରା,କୁମୁଦ ବେହେରା, ଗୈାତ୍ତମ ବେହେରା,ପାଗଳ ଭୂମିକାରେ ହେମନ୍ତ ଗିରି,ଶିଶୁ କଳାକାର ରିତେଶ ଗିରି,ମାନସି ପଣ୍ଡା, ଆକାଶ ବାରିକ, ଆୟୁଷ ବାରିକ,ବିବେକ ବାରିକ, ଶୁଭ୍ରାଂଶୁ ବାରିକ , ନାରି ଭୂମିକାରେ ମାମି,ସନ୍ଧ୍ୟା,ଟିନା, ଜୟନ୍ତୀ ପ୍ରମୁଖ ଅଭିନୟ କରିଥିଲେ।

Post a Comment