କଣ୍ଟାବାଞ୍ଜି,୧୯/୦୨,(ମୋହନ ସୁନା) ଗୀତ ହୃଦୟର ଅକୁହା ରାଗିଣୀ ଶୁଣାଇଲା ବେଳେ ଚିତ୍ର ପ୍ରତିକାତ୍ମକ ଭାବେ ମନ ଗହନର କଥା କହେ । କଥା ଭାବ- ଭାବନାର ଅଂତରଂଗ ଅନୁଭବକୁ ନିଖୁଣ ଭାବେ ପ୍ରକାଶ କଲାବେଳେ କବିତା ପ୍ରଜ୍ୱଳିତ ମୁହୂର୍ତ୍ତର ସୂକ୍ଷ୍ମ ଆବେଗକୁ ତୋଳିଧରେ । ମାତ୍ର ସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୋଟିଏ- ବହୁବର୍ଣ୍ଣା ଜୀବନରେ ରହସ୍ୟ ଅନ୍ୱେଷଣ, ଯାହା ମାଧ୍ୟମରେ ସଂଗୀତଜ୍ଞ, ଚିତ୍ରକର, କଳାକାର, କଥାକାର ଓ କବି ଜୀବନକୁ ନୂଆ ଢଙ୍ଗରେ ବୁଝି ନିଜେ ଆନନ୍ଦ ପାଇବା ସହ ଅନ୍ୟକୁ ଆନନ୍ଦ ବାଣ୍ଟିଥାନ୍ତି । ତେଣୁ ଗୀତ-ଚିତ୍ର ଓ କଥା-କବିତାରେ ଜୀବନର ଅଂତରଂଗ ଓ ମନମତାଣିଆ ଗାଥା ଥାଏ ବୋଲି କଣ୍ଟାବାଞ୍ଜି କେଭି କଲେଜ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ଉପଲକ୍ଷ ରେ ଏମିତି କିଛି ପ୍ରତିଭା ଦେଇଛନ୍ତି ଛାତ୍ର ଛାତ୍ରୀ । ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ସେ ମଧ୍ଯ ରୁ ଚିତ୍ର ପ୍ରତିଯୋଗିତା ଭିନ୍ନ ଥିଲା ପ୍ରଥମ ସ୍ଥାନ ରେ ଚନ୍ଦୁ ପନିକା, ଦୃତୀୟ ସିତା ସିଂ, ତୃତୀୟ ସ୍ଥାନ ପ୍ରିୟଙ୍କା ଶବର ହୋଇଥିଲେ ଯେଉଁ ଥିରେ ସିତା ତାଙ୍କ ଚିତ୍ର ଭିନ୍ନ ଥିଳା ତାଙ୍କ ଚିତ୍ର ଅନେକ ପ୍ରକାର ସଚେତନ ର ବାର୍ତା ଦେଉଛି। ସମସ୍ତ ବିଜୟତା ଙ୍କୁ ଭିନ୍ନ ମହଳ ଶୁଭେଛା ର ଶୁଅ ଛୁଟୁଛି।

Post a Comment