ବୌଦ୍ଧ :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩୪ତମ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଯାଇଅଛି। ।ଉଦ୍ଘାଟନୀ ଉତ୍ସବରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମାନ୍ୟ ମୃତ୍ୟୁଞ୍ଜୟ ମିଶ୍ରଙ୍କ କର କୋମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । କ୍ରୀଡାରେ ଶିଶୁମାନଙ୍କୁ ୪ ଟି ବର୍ଗ କରି ଖେଳାଯାଇଥିଲା ।ପ୍ରାକ୍ ଶିଶୁ,ଶିଶୁ, ବାଲ୍ ଓ କିଶୋର ବର୍ଗ ରୂପେ ବିଭାଗୀକରଣ କରି ଖେଳାଯାଇଥିଲା । ଉଦଯାପନୀ ଉତ୍ସବରେ ପୁରୁଣାକଟକର ବିଶିଷ୍ଟ ଶିଳ୍ପପତି ଅଶୋକ ଅଗ୍ରୱାଲା ଉପସ୍ଥିତ ରହି କୁନି କୁନି ପିଲାଙ୍କୁ ପୁରସ୍କାର ବିତରଣ କରୁଥିଲେ । ସଭାରେ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି , ବୌଦ୍ଧ ସଙ୍କୁଳର ସଙ୍କୁଳ ପ୍ରମୁଖ ଦଶରଥ ମେହେର ,ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ,ଉପସଭାପତି,ସମ୍ପାଦକ , କୋଷାଧ୍ୟକ୍ଷ ଅନ୍ୟ ସଭ୍ୟ ସଭ୍ୟା ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଉପସ୍ଥିତ ଥିଲେ । ଦୁଇଦିନ ଧରି ଚାଲିଥିବା ଖେଳ ର ଉଦଯାପନୀ ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇ ଉତ୍ସାହିତ କରାଯାଇଥିଲା ।

Post a Comment