କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ନର୍ସ ଅନୁ କୁମାର ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ରୋଗୀ ଯଦି ନର୍ସ କୁ ତାଙ୍କ ରୋଗୀଙ୍କ ବିଷୟରେ କହିଲେ ସେମାନଙ୍କୁ ମଧ୍ଯ ଦୁର୍ବ୍ୟବହାର କରୁଛନ୍ତି। ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କ କହୁଛନ୍ତି ଯେ ସିଲାଇ ପାଇପ୍ ନେଇ କି ଆସ ମୁଁ ଯାଇ ପାରି ବି ନାହିଁ । ଆଉଁ ଯଦି କେଉଁ ରୋଗୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିଆ ହେଉଛନ୍ତି ତାଙ୍କ ସମ୍ପର୍କୀୟ ନର୍ସ କୁ ଡାକିବାକୁ ଗଲେ ରୋଗୀଙ୍କୁ ଏଠି କୁ ଆଣ କହୁଛନ୍ତି। ଆଜି କଣ୍ଟାବାଞ୍ଜି ସହରର ଚିଙ୍ଗିରି ପଡାର ପାରିବାରିକ କଲହରୁ ୧୭ ବର୍ଷୀୟ ଝିଅ ଗୁରୁତ ହୋଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଝିଅର ପରିବାର ଲୋକ ମହିଳା ନର୍ସ କୁ ରୋଗୀ ଙ୍କୁ ଦେଖିବାକୁ ଗଲେ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରୁଥିଲେ। ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଗଲେ ତାଙ୍କ ସହିତ ମଧ୍ଯ ଯୁକ୍ତିତର୍କ କରୁଛନ୍ତି ମହିଳା ନର୍ସ ଜଣକ। ଏଠି କହିବାକୁ ଗଲେ ଏହି ମହିଳା ନର୍ସ ଜଣକ ପୁରା ଦବଙ୍ଗ ଗିରୀ ଚଳାଉଛନ୍ତି କଣ୍ଟାବାଞ୍ଜି ଡାକ୍ତରଖାନାରେ । ଏହି ମହିଳା ନର୍ସ ଅନୁ କୁମାର ବିରୋଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି।
କଣ୍ଟାବାଞ୍ଜି ଡାକ୍ତରଖାନାରେ ମହିଳା ନର୍ସ ଙ୍କ ଦବଙ୍ଗ ଗିରୀ
ଆଜତକ ଓଡ଼ିଶା
1
Video kar social media re chada
ReplyDeletePost a Comment