ନୂଆପଡା,(ପରମେଶ୍ଵର ମେହେର) ଡିପିସି ପୋଷ୍ଟ, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଅଁଅଳାଭଟା ଗ୍ରାମରେ ବାଇକ ଦୁର୍ଘଟଣା। ଏହି ବାଇକ ଦୁର୍ଘଟଣା ରେ ଜଣେ ଯୁବକ ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିବା ବେଲେ ଅନ୍ୟ ଜଣଙ୍କୁ ଖଡ଼ିଆଳ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଅଛି। ଏହି ଦୁର୍ଘଟଣା ଟି ବାବେବିର ଏବଂ ଖଇରଭାଡି ମଝିରେ ରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଥିଲା। ଜଣେ ଯୁବକ ଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଖରିଆର ହସ୍ପିଟାଲରେ ନେଉଥିବା ବାଟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି।

Post a Comment