ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକ ଙ୍କ ସଡ଼କ ଦୁର୍ଘଟଣା ର ମୃତ୍ୟୁ ଘଟଣା

ଶ୍ରମିକ ଦଲାଲ ଫେରାର

ଶ୍ରମିକ ଦଲାଲ ସୁଶାନ୍ତ ପ୍ରଧାନ

ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ତାମିଲ ନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୁଇଜଣ ଓଡ଼ିଆ ପ୍ରବାସୀଙ୍କ ଙ୍କ ମୃତ୍ୟୁ ହୋଇଥିବା ଘଟଣା ନିଜ ଗ୍ରାମରେ ଉଭୟଙ୍କ ଶବ ପହଁଚି ସବସଂସ୍କାର ପରେ ଦଲାଲ ଫେରାର । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗ୍ରାମର ଅନଙ୍ଗ ପ୍ରଧାନ, ବଘୁଆକଟା ଗ୍ରାମ ର ଜୟ ଭୋକ୍ତା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇଜଣ ମୃତ୍ୟୁ ହୋଇଥିଲା । ପରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ନିଜ ନିଜ ଘରେ ପହଞ୍ଚାଯାଇଥିଲା । ଶବ ଦୁଇଟି ଦାହ ପରେ ଶ୍ରମିକ ଦଲାଲ ବାଘୁଆ କଟା ଗ୍ରାମର ସୁଶାନ୍ତ ପ୍ରଧାନ ଘରୁ ଫେରାର ଥିବା ଜଣାପଡିଛି!ମୃତ ବ୍ୟକ୍ତି ଙ୍କ ପରିବାରରୁ ଶ୍ରମିକ ଦଲାଲ ଙ୍କ ନାମରେ ପୁରୁଣାକଟକ ଥାନାରେ କେସ ଦାଏର ହୋଇଥିବା ବେଳେ ବାରମ୍ବାର ପୁରୁଣା କଟକ ପୋଲିସ ଦଲାଲ ସୁଶାନ୍ତ କୁ ଖୋଜୁଥିବା ବେଳେ କାହିଁକି ସୁଶାନ୍ତ ଫେରାର ଅଛି ତାହା ଏଵେ ସନ୍ଦେହ ଘେରରେ।

Post a Comment

Previous Post Next Post