ବିରମହାରାଜପୁର : ଆଜି ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ସତ୍ୟସେବକ ଯୁବକ ସଂଘ, ଗୋବିନ୍ଦପୁର ର ସମସ୍ତ ସଭ୍ୟ ଙ୍କ ମିଳିତ ଆନୁକୁଲ୍ୟରେ ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ସଭ୍ୟ ଙ୍କ ଦ୍ଵାରା ଏକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିଲା । ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଓ ମନୋରଞ୍ଜନ ଜଗଦଲ। ସାହାଯ୍ୟ କରିଥିଲେ ।
ଏହାକୁ ସୁବଳୟା ଆଞ୍ଚଳିକ ଡିଗ୍ରୀ କଲେଜ ର କିରାଣୀ ଶୁଭାରମ୍ଭ କରିବା ସହ ଶେଷରେ ହୃଷୀକେଶ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Post a Comment