କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ଗଂଜେଇଚୋରା ଚାଲାଣ ବେଳେ କଣ୍ଟାମାଲ ପୋଲିସହାତରେ ଧରପଡିଲେ ଗଂଜେଇ ମାଫିଆ । ସୂଚନା ମତେ ଗଂଜେଇ ଚଲାଣ ହୋଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇଁ କଣ୍ଟାମାଲ ପୋଲିସ ତିଲେଇମାଲଛକ ନିକଟରେ ସନ୍ଦେହ ରେOR 02AS-8055ନଂ ଥିବା ନାଳୀରଙ୍ଗର ମାରୁତି ସୁଜୁକି ଗାଡିଟିକୁ ଅଟକାଇ ଯାଞ୍ଜବେଳେ ଗାଡିରୁ ଏକ ବସ୍ତାରେ ୨୨କେଜ ୨୦୦ଗ୍ରାମ ଗଂଜେଇ ବାହାରିଥିଲା। ଗଂଜେଇ ଓ କାର ଗାଡି ଟିକୁ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆ କୁ ଗିରଫକରିଛି ପୋଲିସ!ଦୁଇ ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ର ରାୟଗଡ଼ ଜିଲ୍ଲା ନେଟନଗର ର କିରନ କୁମାର ବସୋଦ ଓ ସନ୍ଧିପ ଚୋହାନ ବୋଲି ଜଣାପଡୁଛି ଉଭୟ ଙ୍କୁ କେସ ନଂ ୬୫ଡି ଟି ଡି ୨୦/୦୫/୨୦୨୨ୟୁ/ଏସ.୨୦(ବି)(ଆଇ ଆଇ)ସିଏନ୍ ଡିପିଏସ ଧାରରେ କୋଟ ଚାଲାଣ କରାଯାଇଥିିିବା ଡିଏସପି ସ୍ୱିନୀ କହଁର ସୂଚନା ଦେଇଛନ୍ତି।
୨୨କେଜ ୨୦୦ଗ୍ରାମ ଗଂଜେଇ ଭର୍ତ୍ତି ଏକ କାର ସହ ଦୁଇ ଗଞ୍ଜେଇମାଫିଆ ଗିରଫ
ଆଜତକ ଓଡ଼ିଶା
0
Post a Comment