ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ରେ ଅସନ୍ତୁଳିତ ଜୀବଜଗତ। ଗ୍ରୀଷ୍ମ ପ୍ରଭାବରେ ଚାରିଆଡେ ପାଣି ଟିକେ ପାଇଁ ହା ହା କାର। ଏହାକୁ ଆଖିଆଗରେ ରଖି ଏକ ଅଭିନଵ ଉପାୟରେ ଗୋ ମାତାଙ୍କ ସୁରକ୍ଷା ଓ ସେବାରେ ଗୋ ମାତା ସେବକ ସମାଜ ସେବୀ ଜୋତି ପ୍ରକାଶ!ଆଜି ସେ ଗୋ ମାତାଙ୍କ ପିଇବା ପାଣି ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାର ର ବିଭିନ୍ନ ସ୍ଥାନରେ ୨୦ ଗୋଟି ପାଣି କୁଣ୍ଡ ର ସୁବ୍ୟବସ୍ଥା କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଗୋ ମାତାଙ୍କ ସେବା ପାଇଁ ଜନସାଧାରଣ ଙ୍କୁ ଏକ ନୂଆ ଦିଗଦର୍ଶନ ଦେଇଥିବା ଚର୍ଚ୍ଚା ଚାଲିଛି।
ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା
ଆଜତକ ଓଡ଼ିଶା
0
Post a Comment