ଧଳପୁର,(ସୁଶାନ୍ତ କୁମାର ବେହେରା) ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏଵେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସରଗରମ ଥିବା ବେଳେ ବ୍ଲକ ର ରାମଗଡ ପଂଚାୟତ ରେ ଅପ୍ରତିଦ୍ବନ୍ଦି ସମିତି ସଭ୍ୟ ପ୍ରାର୍ଥୀ ଆଜି ଘୋଷଣା ହୋଇଛି।ସୂଚନା ଅନୁଯାଇ ରାମଗଡ଼ ପଂଚାୟତ ରୁ ସମିତିସଭ୍ୟ ପ୍ରାର୍ଥୀ ପାଇଁ ବିଜୁଳି ମଲ୍ଲିକ, ରଶ୍ମିତା ମଲ୍ଲିକ,ରିତାରାଣୀ ନାୟକ ଓ ଲଷ୍ମୀ ନାଏକ ୪ଜଣ ମହିଳା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୪ଜଣ ମଧ୍ୟରୁ ୨ଜଣ ଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ବେଳେ ଆଜି ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତିହାର କରିଛି!ତେଣୁ ଏହି ପଂଚାୟତ ରୁ ବିନା ପ୍ରତିଦ୍ବନ୍ଦୀ ରେ ରଶ୍ମିତା ମଲ୍ଲିକ ସମିତିସଭ୍ୟ ପ୍ରାର୍ଥୀ ଭାବେ ବିବେଚିତ ହୋଇଛନ୍ତି।କୁମାରୀ ମଲ୍ଲିକ ରାମଗଡ ର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଆଗକୁ ପଂଚାୟତ ବାସୀଙ୍କ ସୁଖ ଦୁଃଖ ରେ ସହାଭାଗୀ ହୋଇ ଆଗାମୀ ୫ବର୍ଷ ପାଇଁ ନିସ୍ଵାର୍ଥ ପର ଭାବେ ପଂଚାୟତ ବାସୀଙ୍କ ସେବା କରିବି ବୋଲି ସୂଚନା ଦେଇଛନ୍ତି।

Post a Comment