ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ର ଠେମରା, ପଞ୍ଚାୟତ, କଁସିଲ ପଞ୍ଚାୟତ, ଚାନ୍ଦୁତାରା ପଞ୍ଚାୟତ, ଚୁଲିପୁଙ୍ଖା ପଞ୍ଚାୟତ, ସିନ୍ଧିକେଲା, ବୁଲି ବୁଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ମୁଖ୍ଯ ଅତିଥି ଭାବେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର
ସମ୍ମାନୀୟ ଅତିଥି ପରାମର୍ଶଦାତା ସୁଧୀର କୁମାର ଦାସ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁ ଯୋଗ ଦେଇ ସ୍କାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଉଧ୍ୟବ ବେହେରା, ବ୍ଲକ ଯୁବ ସଭାପତି ଭକ୍ତ ବନ୍ଧୁ ନାୟକ,ପ୍ରେମିଶ ବାଘ, ଯୁବ ନେତା ଶେଖ ଅନୱର ,ଶ୍ରୀ ପତି ସୁନା, ବିଟୁ ସଙ୍ଗା, ସନ୍ୟାସୀ ପୁଟେଲ, ମନୋଜ ଚଣ୍ଡି, ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment